ସମୁଦ୍ରକୁ ଓହ୍ଲାଇଲା ଚୀନର ବିମାନବାହୀ ଯୁଦ୍ଧପୋତ : ଭାରତ ପାଇଁ ସତର୍କ ଘଣ୍ଟି

ବେଜିଂ : ଚୀନ ଦ୍ରୁତ ଗତିରେ ନିଜର ନୌସେନାର ଅଧୁନିକୀକରଣ କରିଚାଲିଛି। ବିଶେଷକରି ବିଶ୍ବର ସବୁଠାରୁ ଶକ୍ତିଶାଳୀ ନୌସେନା ଆମେରିକାକୁ ଟକ୍କର ଦେବାକୁ ଚୀନ ଉଦ୍ୟମ ଚଳାଇଛି। ଶୁକ୍ରବାରଦିନ ଚୀନ ନୌସେନା ନିଜର ୩ୟ ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ର ଜଳାବତରଣ କରିଛି। ଏହାର ନାଁ ରଖାଯାଇଛି ଫୁଜିଆନ୍। ଚୀନର ବୃହତ୍ତମ ସହର ସାଂଘାଇଠାରେ ଏହାର ଜଳାବତରଣ କରାଯାଇଛି। ଚୀନର ଏହା ୩ୟ ବିମାନବାହୀ ଯୁଦ୍ଧପୋତ ହୋଇଥିବା ବେଳେ ଚୀନରେ … Continue reading ସମୁଦ୍ରକୁ ଓହ୍ଲାଇଲା ଚୀନର ବିମାନବାହୀ ଯୁଦ୍ଧପୋତ : ଭାରତ ପାଇଁ ସତର୍କ ଘଣ୍ଟି